ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେସ୍କାର   ବିଶେଷ୍ୟ

ଅର୍ଥ : ନ୍ୟାୟାଳୟ ଆଦିରେ ହାକିମଙ୍କ ସାମନାରେ କାଗଜପତ୍ର ପେଶ କରୁଥିବା ବା ରଖୁଥିବା କର୍ମଚାରୀ

ଉଦାହରଣ : ତା ବାପା ଜଣେ ପେସ୍କାର


ଅନ୍ୟ ଭାଷାରେ ଅନୁବାଦ :

न्यायालय आदि में हाकिम के सामने कागज-पत्र पेश करने या रखनेवाला कर्मचारी।

उसके पिताजी पेशकार हैं।
पेशकार

ଅର୍ଥ : ନ୍ୟାୟାଳୟର ଯେଉଁ କର୍ମଚାରୀ ଅଭିଯୋଗକୁ ରେଜିଷ୍ଟାରରେ ପଞ୍ଜିକୃତ କରେ, ଆଦେଶକୁ ପ୍ରକାଶ କରେ ତଥା ନ୍ୟାୟାଳୟ ସମ୍ବନ୍ଧୀ କାଗଜପତ୍ରକୁ ସୁରକ୍ଷିତ ରଖେ

ଉଦାହରଣ : ଏହି ପେସ୍କାରର ବଦଳି ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

न्यायालय का वह कर्मचारी जो अभियोगों की मिसलों को रजिस्टर में अंकित करता है, आज्ञाएँ निकालता है तथा न्यायालय संबंधी काग़ज़ पत्रों को सुरक्षित रखता है।

उस अहलमद का तबादला हो गया है।
अहलमद