ଅର୍ଥ : ଯେଉଁ ବ୍ୟକ୍ତି କୌଣସି ବଡ଼ ଅଧିକାରୀଙ୍କୁ କାଗଜ ଆଦି ପଢ଼ି ଶୁଣାଇବା ପାଇଁ ନିଯୁକ୍ତ ହୋଇଥାନ୍ତି
ଉଦାହରଣ :
ସଂସଦ ସଭାରେ ସମସ୍ତଙ୍କ ଧ୍ୟାନ ବାଚକଙ୍କ ଉପରେ ଥିଲା
ସମକକ୍ଷ : ବାଚକ
ଅନ୍ୟ ଭାଷାରେ ଅନୁବାଦ :
An assistant who handles correspondence and clerical work for a boss or an organization.
secretarial assistant, secretary