ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଟେଂଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଟେଂଟ   ବିଶେଷ୍ୟ

ଅର୍ଥ : ଅମୁକ ବସ୍ତୁର ପେଟେଣ୍ଟ ଅମୁକ ବ୍ୟକ୍ତିକୁ, କମ୍ପାନୀକୁ ଦିଆଯାଉବୋଲି ଲେଖାଯାଇଥିବା ଅଧିକାରୀଙ୍କ ପତ୍ର

ଉଦାହରଣ : ଯେତେବେଳ ପର୍ଯ୍ୟନ୍ତ ପେଟେଣ୍ଟ ହାତରେ ନପହଞ୍ଚିଛି ସେତେବେଳ ପର୍ଯ୍ୟନ୍ତ କିଛି କରିହେବ ନାହିଁ

ସମକକ୍ଷ : ଏକତ୍ବ ଅଧିକାରପତ୍ର, ଏକସ୍ବ ଅଧିକାରପତ୍ର, ପେଟେଣ୍ଟ


ଅନ୍ୟ ଭାଷାରେ ଅନୁବାଦ :

वह अधिकारिक पत्र जिस पर यह लिखा को कि अमुक वस्तु का पेटेंट अमुक आदमी, कंपनी आदि को दिया जाता है।

जब तक पेटेंट हाथ में नहीं आ जाता तब तक कुछ नहीं किया जा सकता।
एकस्व अधिकार-पत्र, एकस्व अधिकारपत्र, पेटेंट, पेटेन्ट

A document granting an inventor sole rights to an invention.

patent, patent of invention