ଅର୍ଥ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ଉଦାହରଣ :
ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଲଗା ବା ପୃଥକ ହୋଇଥିବା ବସ୍ତୁ
ଉଦାହରଣ :
ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
ସମକକ୍ଷ : ଅଲଗା
ଅନ୍ୟ ଭାଷାରେ ଅନୁବାଦ :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।ଅର୍ଥ : ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
ଉଦାହରଣ :
ଏଇ ଫୁଲ ସବୁଠୁ ଅଲଗା ସବୁ ଧର୍ମର ମାର୍ଗ ପୃଥକ କିନ୍ତୁ ଲକ୍ଷ୍ୟ ଏକ
ସମକକ୍ଷ : ବିଭିନ୍ନ
ଅନ୍ୟ ଭାଷାରେ ଅନୁବାଦ :
जो सदृश न हों या एक दूसरे से भिन्न हों।
यह फूल इन सबसे अलग है।