ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ପୁଷ୍ପ ସହିତ ସଂଯୁକ୍ତ
ଉଦାହରଣ : ସୀତାର ବଗିଚା ଫୁଟିଲାଫୁଲ ଗଛରେ ଭରା
ସମକକ୍ଷ : କୁସୁମିତ, ପୁଷ୍ପଯୁକ୍ତ, ଫୁଟିଲାଫୁଲ, ମଞ୍ଜରିତ, ସୁମନିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो पुष्प से युक्त हो।
Having a flower or bloom.
ଅର୍ଥ : ଯେଉଁ ଗଛ ବିଶେଷ ରୂପେ ଫୁଲ ପାଇଁ ହିଁ ପ୍ରସିଦ୍ଧ
ଉଦାହରଣ : ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁଷ୍ପକ ଗଛ ଲାଗିଛି
ସମକକ୍ଷ : ପୁଷ୍ପବନ୍ତ, ସପୁଷ୍ପକ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो विशेष रूप से फूल के लिए ही प्रसिद्ध हो (वनस्पति)।
ଅର୍ଥ : ଯେଉଁଥିରେ ଫୁଲ ଧରିଛି
ଉଦାହରଣ : ଏହି ପୁଷ୍ପବନ୍ତ ଗଛ ଗୁଡ଼ିକ ହିଁ ବଗିଚାର ଶୋଭା ବଢ଼ାନ୍ତି
ସମକକ୍ଷ : ପୁଷ୍ପବନ୍ତ
जिसमें फूल लगे हों।
ଅର୍ଥ : ଫୁଟିଲା ବା ଖେଳିଲା
ଉଦାହରଣ : ସୂର୍ଯ୍ୟ ଉଦୟ ସହିତ ହିଁ ସୂର୍ଯ୍ୟମୁଖୀ ଫୁଲ ପ୍ରସ୍ଫୁଟିତ ହୋଇଗଲା ଏହି ଫୁଲ ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
ସମକକ୍ଷ : ପରିସ୍ଫୁଟ, ବିକଶିତ, ମୁକୁଳିତ
जो खिल गया हो (फूल)।
Bursting into flower.
ସଂସ୍ଥାପନ କରନ୍ତୁ