ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଗଛ ବିଶେଷ ରୂପେ ଫୁଲ ପାଇଁ ହିଁ ପ୍ରସିଦ୍ଧ
ଉଦାହରଣ : ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁଷ୍ପକ ଗଛ ଲାଗିଛି
ସମକକ୍ଷ : ପୁଷ୍ପିତ, ସପୁଷ୍ପକ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो विशेष रूप से फूल के लिए ही प्रसिद्ध हो (वनस्पति)।
ଅର୍ଥ : ଯେଉଁଥିରେ ଫୁଲ ଧରିଛି
ଉଦାହରଣ : ଏହି ପୁଷ୍ପବନ୍ତ ଗଛ ଗୁଡ଼ିକ ହିଁ ବଗିଚାର ଶୋଭା ବଢ଼ାନ୍ତି
ସମକକ୍ଷ : ପୁଷ୍ପିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें फूल लगे हों।
Having a flower or bloom.
ସଂସ୍ଥାପନ କରନ୍ତୁ