ଅର୍ଥ : ଭରତଙ୍କ ଜଣେ ପୁତ୍ର
ଉଦାହରଣ :
ପୁଷ୍କରଙ୍କ ବର୍ଣ୍ଣନା ରାମାୟଣରେ ଦେଖିବାକୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ପଦ୍ମର ଛତାଭଳି ଯେଉଁଭାଗରେ ମଞ୍ଜିଥାଏ
ଉଦାହରଣ :
ପିଲାମାନେ ପଦ୍ମବୀଜ ତୋଳୁଛନ୍ତି
ସମକକ୍ଷ : ପଦ୍ମବୀଜ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଦ୍ମ ମଞ୍ଜି
ଉଦାହରଣ :
ପୁଷ୍କର ଖିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
A mature fertilized plant ovule consisting of an embryo and its food source and having a protective coat or testa.
seedଅର୍ଥ : ପୁରାଣ ଅନୁସାରେ ବ୍ରହ୍ମାଣ୍ଡର ସାତ ଭାଗରୁ ଏକ ଭାଗ
ଉଦାହରଣ :
ଆମ୍ଭମାନଙ୍କ ମଧ୍ୟରୁ କାହାରିକୁ ପୁଷ୍କର ମହାଦ୍ୱୀପର ସଂଧାନ ବିଷୟରେ ଜଣାନାହିଁ
ଅନ୍ୟ ଭାଷାରେ ଅନୁବାଦ :
पुराणों के अनुसार ब्रह्मांड के सात विशाल भागों में से एक।
पुष्कर महाद्वीप की जानकारी हममें से किसी को नहीं है।ଅର୍ଥ : ଜଣେ ଅସୁର
ଉଦାହରଣ :
ପୁଷ୍କରଙ୍କ ବର୍ଣ୍ଣନା ପୁରାଣରେ ଦେଖିବାକୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୃଷ୍ଣଙ୍କ ଜଣେ ପୁତ୍ର
ଉଦାହରଣ :
ପୁଷ୍କରଙ୍କ ବର୍ଣ୍ଣନା ଭାଗବତରେ ଦେଖିବାକୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ରାଜସ୍ଥାନର ଅଜମେର ଆଖପାଖରେ ଅବସ୍ଥିତ ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ
ଉଦାହରଣ :
ବ୍ରହ୍ମାଙ୍କର ଏକ ମାତ୍ର ମୂର୍ତ୍ତି ପୁଷ୍କରରେ ଅବସ୍ଥିତ
ଅନ୍ୟ ଭାଷାରେ ଅନୁବାଦ :
भारत के राजस्थान राज्य का प्रसिद्ध तीर्थ स्थान जो अजमेर के पास है।
ब्रह्मा जी की एकमात्र मूर्ति पुष्कर में है।A place of worship hallowed by association with some sacred thing or person.
shrineଅର୍ଥ : ରାଜା ନଳଙ୍କ ଜଣେ ଭାଇ
ଉଦାହରଣ :
ପୁଷ୍କର ନଳଙ୍କ ସାନଭାଇ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being