ଅର୍ଥ : ଶର୍ମିଷ୍ଟାଙ୍କ ଗର୍ଭରୁ ଜାତ ହୋଇଥିବା ଯଯାତିଙ୍କ ସବୁଠାରୁ ସାନ ପୁଅ
ଉଦାହରଣ :
ପୁରୁ ନିଜ ବାପାଙ୍କ ଇଚ୍ଛାପୁରଣପାଇଁ ନିଜ ଯୌବନ ତାଙ୍କୁ ଦେଇ ଦେଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଜଣେ ରାକ୍ଷସ
ଉଦାହରଣ :
ପୁରୁର ବର୍ଣ୍ଣନା ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :