ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରି   ବିଶେଷ୍ୟ

ଅର୍ଥ : ଫୁଟନ୍ତା ଘିଅ, ତେଲଆଦିରେ ଛାଣି ତିଆରି କରାଯାଉଥିବା ରୁଟି ଭଳି ଏକ ପ୍ରକାରର ଖାଦ୍ୟ

ଉଦାହରଣ : ସେ ପିଢ଼ା ଉପରେ ବସି ଖିରି ପୁରି ଖାଉଛି


ଅନ୍ୟ ଭାଷାରେ ଅନୁବାଦ :

खौलते हुए घी, तेल आदि में छानकर बनाया हुआ रोटी की तरह का एक पकवान।

वह पीढ़े पर बैठकर खीर पूरी खा रहा है।
पूड़ी, पूरी, सोहारी

A particular item of prepared food.

She prepared a special dish for dinner.
dish