ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରାଣ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଅଷ୍ଟାଦଶତମ ଧାର୍ମିକ ଆଖ୍ୟାନ ବା ଧର୍ମଗ୍ରନ୍ଥ ଯେଉଁଥିରେ ସୃଷ୍ଟିର ଉତ୍ପତ୍ତି, ଲୟ ଏବଂ ପ୍ରାଚୀନ ଋଷି ତଥା ରାଜବଂଶଆଦିଙ୍କର ବତ୍ତାନ୍ତ କିମ୍ବା ଦେବୀ-ଦେବତାଗଣ, ତୀର୍ଥଆଦିର ମାହାତ୍ମ୍ୟ ବର୍ଣ୍ଣିତ

ଉଦାହରଣ : ପୁରାଣ ହିନ୍ଦୁମାନଙ୍କର ପ୍ରାଚୀନ ଧର୍ମଗ୍ରନ୍ଥ


ଅନ୍ୟ ଭାଷାରେ ଅନୁବାଦ :

हिंदुओं के वे अठारह धार्मिक आख्यान या धर्मग्रंथ जिनमें सृष्टि की उत्पत्ति,लय और प्राचीन ऋषियों तथा राजवंशों आदि के वृत्तांत और देवी-देवताओं,तीर्थों के माहात्म्य हैं।

पुराण हिन्दुओं के प्राचीन धर्मग्रंथ हैं।
पुराण

A body of 18 works written between the first and 11th centuries and incorporating legends and speculative histories of the universe and myths and customary observances.

purana