ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଣ୍ୟବାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଣ୍ୟବାନ   ବିଶେଷ୍ୟ

ଅର୍ଥ : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି

ଉଦାହରଣ : ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ

ସମକକ୍ଷ : ଧର୍ମବନ୍ତ, ଧର୍ମାତ୍ମା, ଧାର୍ମିକ, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟାତ୍ମା


ଅନ୍ୟ ଭାଷାରେ ଅନୁବାଦ :

पुण्य करनेवाला व्यक्ति या वह जो पुण्य करता हो।

आधुनिक युग में भी पुण्यात्माओं की कमी नहीं है।
धर्मात्मा, पुण्य कर्ता, पुण्यकर्मा, पुण्यकर्मी, पुण्यवान, पुण्यवान्, पुण्यात्मा, समाहित

ପୁଣ୍ୟବାନ   ବିଶେଷଣ

ଅର୍ଥ : ପୁଣ୍ୟ କରିବା ଲୋକ ବା ଯେ ପୁଣ୍ୟ କରେ

ଉଦାହରଣ : ପୁଣ୍ୟାତ୍ମା ବ୍ୟକ୍ତିଙ୍କ ଜୀବନ ଆନନ୍ଦମୟ ହୋଇଥାଏ

ସମକକ୍ଷ : ଧର୍ମାତ୍ମା, ପୁଣ୍ୟାତ୍ମା


ଅନ୍ୟ ଭାଷାରେ ଅନୁବାଦ :

पुण्य करने वाला या जो पुण्य करता हो।

पुण्यात्मा व्यक्ति का जीवन आनंदित रहता है।
अशठ, धर्मात्मा, पुण्यकर्ता, पुण्यकर्मा, पुण्यकर्मी, पुण्यवान, पुण्यवान्, पुण्यात्मा, सधर्म, सधर्मक, सहधर्म, साधर्म