ଅର୍ଥ : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
ଉଦାହରଣ :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
ଅନ୍ୟ ଭାଷାରେ ଅନୁବାଦ :
The application of a thin coat of metal (as by electrolysis).
platingଅର୍ଥ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
ଉଦାହରଣ :
ତା କବିତାରେ ଛାୟାବାଦର ଆଭାସ ମିଳେ
ଅନ୍ୟ ଭାଷାରେ ଅନୁବାଦ :