ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିତୁଳିଆ ଲାଗିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିତୁଳିଆ ଲାଗିବା   କ୍ରିୟାପଦ

ଅର୍ଥ : ପିତ୍ତଳ ପାତ୍ରରେ ରହିବାଯୋଗୁଁ କୌଣସ ଖାଦ୍ୟବସ୍ତୁ ପିତ୍ତଳର ସ୍ୱାଦ ଭଳି ଲାଗିବା

ଉଦାହରଣ : ପିତ୍ତଳପାତ୍ରରେ ଦହି ରହିବା କାରଣରୁ ଏହି ଦହି ପିତୁଳିଆ ଲାଗୁଛି୤


ଅନ୍ୟ ଭାଷାରେ ଅନୁବାଦ :

पीतल के पात्र में रखे रहने के कारण किसी खाद्य वस्तु में पीतल का स्वाद आ जाना।

पितरिहा बरतन में रखने के कारण यह दही पितरा गया है।
पितराना, पितलाना