ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କନା ଓ କାଗଜ ଆଦିରେ ତିଆରି କଣ୍ଢେଇ ଯେଉଁଥିରେ ପିଲାମାନେ ଖେଳନ୍ତି
ଉଦାହରଣ : ବାପା ପବନପାଇଁ ଏକ କଣ୍ଢେଇ କିଣିଲେ
ସମକକ୍ଷ : କଣ୍ଢେଇ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कपड़े, कागज आदि की वह पुतली जिससे बच्चे खेलते हैं।
A small replica of a person. Used as a toy.
ଅର୍ଥ : ଆଖି ମଝିର କଳା ଭାଗ
ଉଦାହରଣ : ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
ସମକକ୍ଷ : ଆଖିତାରା, ଆଖିପୁଅ, କନୀନିକା, ତାରା, ନେତ୍ର ପିତୁଳା
ଅନ୍ୟ ଭାଷାରେ ଅନୁବାଦ :हिन्दी
आँख के बीच का काला भाग।
ସଂସ୍ଥାପନ କରନ୍ତୁ