ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଆଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଆଲା   ବିଶେଷ୍ୟ

ଅର୍ଥ : ଏକ ମାଟି ତିଆରି ପାତ୍ର ଯାହା ତାଟିଆ ଭଳି ହୋଇଥାଏ

ଉଦାହରଣ : ସେ ପକ୍ଷୀଟି ଆଗରେ ସରାରେ ପାଣି ରଖିଲା

ସମକକ୍ଷ : ସରା


ଅନ୍ୟ ଭାଷାରେ ଅନୁବାଦ :

मिट्टी का बना एक छोटा, कटोरे की तरह का बर्तन।

उसने पक्षी के आगे कसोरे में पानी रखा।
कसोरा, वर्द्धमान, वर्द्धमानक, वर्धमान, वर्धमानक, सकोरा, सराव, सिकोरा

ଅର୍ଥ : ପାନୀୟଦ୍ରବ୍ୟ ପିଇବାପାଇଁ ଏକ ପ୍ରକାର ପାତ୍ର

ଉଦାହରଣ : ପିଆଲାର ମୁହଁ ଚଉଡ଼ା


ଅନ୍ୟ ଭାଷାରେ ଅନୁବାଦ :

एक प्रकार का पात्र जिससे पेय पदार्थ पिए जाते हैं।

मटकैने का मुँह चौड़ा होता है।
मटकैना

ଅର୍ଥ : ଚଉଡ଼ା ତଳଥିବା ଗିନା

ଉଦାହରଣ : ମୋହନ ପିଆଲାରେ ତେଲ ଢାଳୁଛି


ଅନ୍ୟ ଭାଷାରେ ଅନୁବାଦ :

चौड़ी पेंदी का कटोरा।

मोहन कचुल्ले में तेल उँडेल रहा है।
कचुल्ल, कचुल्ला