ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଆଜଷଣ୍ଢା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଆଜଷଣ୍ଢା   ବିଶେଷ୍ୟ

ଅର୍ଥ : ପିଆଜର ଶାଗୁଆ କାଣ୍ଡ ଯାହାର ଉପଯୋଗ ଶାଗ, ସାଲଡ୍‌ ଆଦି ରୂପରେ ବ୍ୟବହୃତ ହୁଏ

ଉଦାହରଣ : ନୁଡୁଲସ୍‌ ତିଆରି କରିବାପାଇଁ ବଜାରରୁ ବିଡାଏ ପିଆଜଷଣ୍ଢା ଆଣିବେ


ଅନ୍ୟ ଭାଷାରେ ଅନୁବାଦ :

प्याज का हरा डंठल जिसका उपयोग साग, सलाद आदि के रूप में होता है।

नूडल बनाने के लिए बाजार से एक पुल्ला आल लेते आइएगा।
आल, हरा प्याज