ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାହୁଣ୍ଡ ପାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାହୁଣ୍ଡ ପାଦ   ବିଶେଷ୍ୟ

ଅର୍ଥ : ଚାଲିଲା ବେଳେ କିମ୍ବା ଦଉଡ଼ିବା ବେଳେ ପାଦକୁ ଉଠେଇ ଅନ୍ୟ ଜାଗାରେ ରଖିବା କ୍ରିୟା

ଉଦାହରଣ : ସେ ଜଲଦି ଘରେ ପହଞ୍ଚିବାପାଇଁ ଲମ୍ବା ଲମ୍ବା ପାହୁଲ ପକାଉଥିଲା

ସମକକ୍ଷ : କଦମ, ପାହୁଲ, ଷ୍ଟେପ


ଅନ୍ୟ ଭାଷାରେ ଅନୁବାଦ :

चलने या दौड़ने में एक जगह से पैर उठाकर दूसरी जगह रखने की क्रिया।

वह जल्दी घर पहुँचने के लिए लंबे-लंबे डग भर रहा था।
कदम, क़दम, डग, पग, फाल

The act of changing location by raising the foot and setting it down.

He walked with unsteady steps.
step