ଅର୍ଥ : ଯେଉଁ ପତ୍ରକୁ ଦେଖାଇ ଜଣେ ବ୍ୟକ୍ତି କୌଣସି ସଙ୍କଟପୂର୍ଣ୍ଣ ସ୍ଥିତିରୁ ନିରାପଦରେ ମୁକ୍ତ ହୋଇପାରେ
ଉଦାହରଣ :
ବିନା ପାସରେ ତୁମେ ଏଠାରୁ ଯାଇପାରିବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
A document indicating permission to do something without restrictions.
The media representatives had special passes.