ଅର୍ଥ : ଆପେକ୍ଷିକ ତଉଲ ବା ଭାର ଠିକ କରିବା ବା ହେବା କ୍ରିୟା
ଉଦାହରଣ :
ବଣିଆ ପାଉଁଜି ତଉଲିବା ପାଇଁ ନିକିତିର ପଲାକୁ ପାସଙ୍ଗ କଲା
ଅନ୍ୟ ଭାଷାରେ ଅନୁବାଦ :
आपेक्षिक तौल या भार बराबर या ठीक करने या होने की क्रिया।
सोनार ने पायल तौलने के लिए तुला का बाट से संतुलन किया।ଅର୍ଥ : ତରାଜୁର ଦଣ୍ଡୀ ବା ଓଜନକୁ ସମାନ କରିବା ନିମନ୍ତେ ଉଠି ପଡ଼ୁଥିବା ପଲା ଉପରେ ରଖା ଯାଉଥିବା କୌଣସି ଓଜନିଆ ପଦାର୍ଥ
ଉଦାହରଣ :
ଦୋକାନୀ ଜିନିଷ ଓଜନ କରିବା ସମୟରେ ପାସଙ୍ଗ ପକାଇ ନଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲକ୍ଷଣାର୍ଥଦ୍ୱାରା କାହାରି ଯୋଗ୍ୟତାର ତୁଳନାରେ ବହୁତ କମ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଆଜିପର୍ଯ୍ୟନ୍ତ ମୁଁ ଯେତେସବୁ ମନ୍ଦିର ଦେଖିଛି କୌଣସି ମନ୍ଦିର ଏହି ମନ୍ଦିରର ପାସଙ୍ଗରେ ଆସିବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :