ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରିଷଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରିଷଦ   ବିଶେଷ୍ୟ

ଅର୍ଥ : ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ

ଉଦାହରଣ : ରାଜା ପରିଷଦଠାରୁ ପରାମର୍ଶ ମାଗିଲେ

ସମକକ୍ଷ : ପରିଷଦ୍‌, ସଭାସଦ୍‌


ଅନ୍ୟ ଭାଷାରେ ଅନୁବାଦ :

प्राचीन काल के विद्वान ब्राह्मणों की सभा जिसे राजा समय -समय पर किसी विषय पर व्यवस्था देने के लिए बुलाता था।

राजा ने परिषद् से सलाह माँगी।
परिषद, परिषद्

A meeting of people for consultation.

Emergency council.
council

ଅର୍ଥ : ନିର୍ବାଚିତ ସଦସ୍ୟ

ଉଦାହରଣ : ଏହି ଅଞ୍ଚଳର ପୂର୍ବତନ ପାରିଷଦ ଏଥର ନିର୍ବାଚନ ହାରିଗଲେ


ଅନ୍ୟ ଭାଷାରେ ଅନୁବାଦ :

निर्वाचित सदस्य।

इस इलाके का पूर्व पार्षद इस बार चुनाव हार गया।
काउंसलर, काउन्सलर, पार्षद