ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାରଣା   ବିଶେଷ୍ୟ

ଅର୍ଥ : ଧାର୍ମିକ ଉପବାସର ପରଦିନର ପ୍ରଥମ ଭୋଜନ ତଥା ସେ ସମ୍ବନ୍ଧୀୟ କୃତ୍ୟ

ଉଦାହରଣ : ଜେଜେ ଏକାଦଶୀ ବ୍ରତର ପାରଣା କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

धार्मिक उपवास के दूसरे दिन का पहला भोजन तथा तत्विषयक कृत्य।

दादाजी एकादशी व्रत का पारण तुलसीदल से करते हैं।
पारण