ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପିଇବାକୁ ଦେବା
ଉଦାହରଣ : ମୋ ସ୍ତ୍ରୀ ପାତ୍ରରେ ପାଣି ପିଆଏ
ସମକକ୍ଷ : ପିଆଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
पीने को देना।
ଅର୍ଥ : କାହାରିକୁ ପିଇବା ନିମନ୍ତେ ପ୍ରବୃତ୍ତ କରିବା
ଉଦାହରଣ : ମାଆ ପିଲାକୁ ଦୁଧ ପିଆଉଛନ୍ତି
किसी को पीने में प्रवृत्त करना।
ଅର୍ଥ : ପିଇବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ମାଲିକାଣୀ ତାଙ୍କ ପିଲାକୁ ଆୟାଦ୍ୱାରା ଦୁଧ ପିଆନ୍ତି
पिलाने का काम दूसरे से करवाना।
ସଂସ୍ଥାପନ କରନ୍ତୁ