ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଳାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଳାୟକ   ବିଶେଷଣ

ଅର୍ଥ : କିଛି ନେଇ ପଳେଇଯାଉଥିବା ବାଲା

ଉଦାହରଣ : ପଳାୟକ ବ୍ୟକ୍ତିଙ୍କୁ ଲୋକମାନେ ବହୁତ ମାଡ଼ ମାରିଲେ


ଅନ୍ୟ ଭାଷାରେ ଅନୁବାଦ :

कुछ लेकर भाग जाने वाला।

विलोपक व्यक्ति की लोगों ने बहुत पिटाई की।
विलोपक

ଅର୍ଥ : ପଳାୟନ କରୁଥିବା

ଉଦାହରଣ : ସେମାନେ ପଳାୟନକାରୀ ବାଳକଟିକୁ ଧରିବାରେ ଅସମର୍ଥ ହେଲେ

ସମକକ୍ଷ : ପଳାତକ, ପଳାୟନକାରୀ


ଅନ୍ୟ ଭାଷାରେ ଅନୁବାଦ :

भागता हुआ।

वे अभिद्रुत बालक को पकड़ने में असमर्थ रहे।
अभिद्रुत, भागता हुआ