ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଳାୟନ କରୁଥିବା ବ୍ୟକ୍ତି
ଉଦାହରଣ : ପୋଲିସ ପଳାତକର ଅନ୍ୱେଷଣ କରୁଛି
ସମକକ୍ଷ : ପଳାୟନକାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
भागा हुआ व्यक्ति।
Someone who flees from an uncongenial situation.
ଅର୍ଥ : ଯେ ନିଜ କାର୍ଯ୍ୟ, ପଦ, ବା କର୍ତ୍ତବ୍ୟ ଛାଡ଼ି କୌଣସି ଡରରେ ଅନ୍ୟ ଜାଗାକୁ ଚାଲିଯାଇଛି
ଉଦାହରଣ : ମୋ ଗାଁର ଗୋଟିଏ ପଳାତକ ସହରର ମନ୍ଦିରରେ ରହୁଥିଲା
वह जो अपना काम, पद, या कर्तव्य छोड़कर किसी डर से दूसरी जगह चला गया हो।
ଅର୍ଥ : ପଳାୟନ କରୁଥିବା
ଉଦାହରଣ : ସେମାନେ ପଳାୟନକାରୀ ବାଳକଟିକୁ ଧରିବାରେ ଅସମର୍ଥ ହେଲେ
ସମକକ୍ଷ : ପଳାୟକ, ପଳାୟନକାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
भागता हुआ।
ଅର୍ଥ : ଯେ ସେବାରୁ ବିମୁଖ ହୋଇଛି ବା ପଳାୟନ କରିଅଛି(ବିଶେଷତଃ ସୈନିକ ସେବା)
ଉଦାହରଣ : ରାଜା ପଳାତକ ସୈନିକଙ୍କୁ ପ୍ରାଣଦଣ୍ଡ ଦେବାର ଘୋଷଣା କଲେ
जो सेवा से विमुख हो गया या भाग गया हो (विशेषतः सैनिक सेवा )।
ସଂସ୍ଥାପନ କରନ୍ତୁ