ଅର୍ଥ : ଯେଉଁ ବସ୍ତୁ ତା ମାଧ୍ୟମରେ ବିଦ୍ୟୁତ୍,ତାପ ଆଦିକୁ ପ୍ରବାହିତ କରାଏ
ଉଦାହରଣ :
ବିଦ୍ୟୁତ୍ ପରିବାହୀ ମଧ୍ୟରେ ତମ୍ବା, ପିତ୍ତଳ,ଲୁହା ଆଦି ଅନ୍ତର୍ଭୁକ୍ତ
ସମକକ୍ଷ : ସଂଚାଳକ
ଅନ୍ୟ ଭାଷାରେ ଅନୁବାଦ :
वह वस्तु जो अपने में से होकर विद्युत, ताप आदि को प्रवाहित होने देती है।
विद्युत के चालकों में ताँबा, पीतल, लोहा आदि हैं।A substance that readily conducts e.g. electricity and heat.
conductor