ଅର୍ଥ : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ଉଦାହରଣ :
ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
A single complete turn (axial or orbital).
The plane made three rotations before it crashed.ଅର୍ଥ : ମୂର୍ତ୍ତି ବା ପୂଜନୀୟ ବ୍ୟକ୍ତିଙ୍କ ପରିକ୍ରମା
ଉଦାହରଣ :
ସେ ପ୍ରତିଦିନ ରାମଙ୍କ ମୂର୍ତ୍ତିର ପ୍ରଦକ୍ଷିଣ କରନ୍ତି
ସମକକ୍ଷ : ପରିକ୍ରମ, ପରିକ୍ରମଣ, ପ୍ରଦକ୍ଷିଣ
ଅନ୍ୟ ଭାଷାରେ ଅନୁବାଦ :
किसी स्थान, मंदिर, मूर्ति या पूजनीय व्यक्ति की परिक्रमा।
वह प्रतिदिन राम की मूर्ति की प्रदक्षिणा करती है।A single complete turn (axial or orbital).
The plane made three rotations before it crashed.