ଅର୍ଥ : ପରର ହିତ ଇଛା କରୁଥିବା ବ୍ୟକ୍ତି
ଉଦାହରଣ :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
ସମକକ୍ଷ : ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ
ଅନ୍ୟ ଭାଷାରେ ଅନୁବାଦ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherଅର୍ଥ : ପରର ଉପକାର କରୁଥିବା ବ୍ୟକ୍ତି
ଉଦାହରଣ :
ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ
ସମକକ୍ଷ : ପରୋପକାରୀ
ଅନ୍ୟ ଭାଷାରେ ଅନୁବାଦ :
Someone who makes charitable donations intended to increase human well-being.
altruist, philanthropist