ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦଧ୍ୱନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦଧ୍ୱନି   ବିଶେଷ୍ୟ

ଅର୍ଥ : ଏହି ଶବ୍ଦ ଯାହା ଚାଲିବାବେଳେ ପାଦ ତଥା ଅନ୍ୟାନ୍ୟ ଅଙ୍ଗରୁ ବାହାରେ

ଉଦାହରଣ : କାହାର ମୃଦୁ ପଦଧ୍ୱନି ଶୁଣି ସେ ଉଠି ପଡ଼ିଲା ପାଦଶବ୍ଦ ଶୁଣି ବି ସେ ସେ ପଟକୁ ଅନାଇଲା ନାହିଁ

ସମକକ୍ଷ : ପାଦଶବ୍ଦ


ଅନ୍ୟ ଭାଷାରେ ଅନୁବାଦ :

वह शब्द जो चलने में पैर तथा दूसरे अंगों से होता है।

किसी के पैरों की आहट मिलते ही वह जाग गया।
कदमों की चाप सुनकर भी उसने उस तरफ नहीं देखा।
आरव, आरो, आहट, आहुटि, चाँप, चाप

The sound of heavy treading or stomping.

He heard the trample of many feet.
trample, trampling