ଅର୍ଥ : ପତ୍ରକୁ ଯୋଡ଼ି ତିଆରି କରାଯାଇଥିବା ଏକ ବଡ଼ ଗୋଲାକାର ଆଧାର ଯାହାଉପରେ ଖାଇବାପାଇଁ ଖାଦ୍ୟ ବଢ଼ାଯାଏ
ଉଦାହରଣ :
ସମାରୋହରେ ସମସ୍ତ ଆଗନ୍ତୁକ ପଙ୍ଗତରେ ବସି ଖଲିପତ୍ରରେ ଖାଉଥିଲେ
ସମକକ୍ଷ : ଖଲିପତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ
ଉଦାହରଣ :
ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଗଜ ଭଳି ପତଳା ଧାତୁର ଫଳକ
ଉଦାହରଣ :
ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ
ଉଦାହରଣ :
ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି
ସମକକ୍ଷ : କାର୍ଡ଼୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
ଉଦାହରଣ :
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ଅନ୍ୟ ଭାଷାରେ ଅନୁବାଦ :