ଅର୍ଥ : ବଡ଼ କାଗଜ ଉପରେ ସେହିଦିଗକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଲଗାଯାଇଥିବା ଛୋଟ କାଗଜ ଖଣ୍ଡଆଦି
ଉଦାହରଣ :
ଅଫିସର କିରାଣୀଙ୍କୁ ଗୁରୁତ୍ୱପୂର୍ଣ୍ଣ କାଗଜଗୁଡ଼ିକ ଉପରେ ପତାକା ଲଗାଇବାକୁ କହିଲେ
ସମକକ୍ଷ : ଫ୍ଲାଗ
ଅନ୍ୟ ଭାଷାରେ ଅନୁବାଦ :
कागज आदि का वह छोटा टुकड़ा जो किसी बड़े कागज पर उसकी ओर ध्यान आकृष्ट करने के लिए लगाया जाता है।
अधिकारी ने बाबू को महत्वपूर्ण कागजों पर पताका लगाने के लिए कहा।A conspicuously marked or shaped tail.
flagଅର୍ଥ : ତିନୋକଣିଆ ବା ବର୍ଗାକାର ଲୁଗାଆଦି ଯାହାର ଗୋଟିଏ ପଟ ବାଉଁଶରେ ଲଗାଯାଇଥାଏ ଏବଂ ଯାହାର ବ୍ୟବହାର ଅସ୍ତିତ୍ୱ, ସଂକେତ ବା ଉତ୍ସବଆଦି ସୂଚିତ କରିବା ନିମନ୍ତେ ହୋଇଥାଏ
ଉଦାହରଣ :
ଭାରତର ରାଷ୍ଟ୍ରୀୟ ପତାକା ମଝିରେ ଚକ୍ରଚିହ୍ନ ଅଛି ସେ ନିଜ ନାଁର ଝଣ୍ଡା ଉଡ଼ାଇ ଦେଲା
ସମକକ୍ଷ : କେତନ, ଚିରାଳ, ଝଣ୍ଡା, ଧ୍ୱଜ, ଧ୍ୱଜା
ଅନ୍ୟ ଭାଷାରେ ଅନୁବାଦ :
Emblem usually consisting of a rectangular piece of cloth of distinctive design.
flagଅର୍ଥ : ଛୋଟ ପତାକା
ଉଦାହରଣ :
ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖେଇଲା
ଅନ୍ୟ ଭାଷାରେ ଅନୁବାଦ :