ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଠିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଠିତ   ବିଶେଷଣ

ଅର୍ଥ : ଯାହା ପଢ଼ା ଯାଇଅଛି

ଉଦାହରଣ : ସେମାନେ ପଠିତ କାବ୍ୟର ସମୀକ୍ଷା କରୁଛନ୍ତି

ସମକକ୍ଷ : ଅଧିତ


ଅନ୍ୟ ଭାଷାରେ ଅନୁବାଦ :

जो अच्छी तरह से पढ़ा जा चुका हो।

वे अधीत काव्य की समीक्षा कर रहे हैं।
अधीत, आगमित

ଅର୍ଥ : ପଢାଲେଖା ହୁଆ

ଉଦାହରଣ : ମୋ ଦ୍ୱାରା ଅଧ୍ୟାପିତ ଛାତ୍ର ଦେଶ ବିଦେଶରେ କାର୍ଯ୍ୟରତ

ସମକକ୍ଷ : ଅଧ୍ୟାପିତ


ଅନ୍ୟ ଭାଷାରେ ଅନୁବାଦ :

पढ़ाया लिखाया हुआ।

मेरे द्वारा अध्यापित छात्र देश-विदेशों में कार्यरत हैं।
अध्यापित

ଅର୍ଥ : ଯାହା ପଢ଼ାହୋଇଛି ବା ଯାହା ପଢ଼ାସରିଛି

ଉଦାହରଣ : ଏହି ପଠିତ ପଦ୍ୟାଶଂ ଦୀନକରଙ୍କ କବିତା କୁରୁକ୍ଷେତ୍ରରୁ ନିଆଯାଇଛି


ଅନ୍ୟ ଭାଷାରେ ଅନୁବାଦ :

जो पढ़ा हुआ हो या जिसे पढ़ चुके हों।

यह पठित पद्यांश दिनकर की कविता कुरुक्षेत्र से ली गई है।
अनूक्त, आमोख़्ता, पठित