ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକ୍ଷ୍ମକୋପ ରୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକ୍ଷ୍ମକୋପ ରୋଗ   ବିଶେଷ୍ୟ

ଅର୍ଥ : ଆଖି ପତା ବା ପଲକରେ ହେଉଥିବା ଏକ ରୋଗ

ଉଦାହରଣ : ଚିକିତ୍ସକ ପକ୍ଷ୍ମକୋପ ରୋଗରେ ପୀଡ଼ିତ ରୋଗୀକୁ ଚିକିତ୍ସା କରୁଛନ୍ତି

ସମକକ୍ଷ : ପକ୍ଷ୍ମପ୍ରକୋପ


ଅନ୍ୟ ଭାଷାରେ ଅନୁବାଦ :

आँख की बरौनी या पलकों का एक रोग।

चिकित्सक पक्ष्मप्रकोप से पीड़ित रोगी की दवा कर रहा है।
पक्ष्मप्रकोप

ଅର୍ଥ : ଆଖି ପତାର ବାଳ ଝଡ଼ିଯିବାରୁ ଆଖିରେ ଉତ୍ପନ୍ନ ହେଉଥିବା ଦରଜ

ଉଦାହରଣ : ଶୀଲା ପକ୍ଷ୍ମକୋପ ରୋଗରେ ପୀଡ଼ିତ ହୋଇ ବାରଂବାର ଆଖି ମଳୁଛି

ସମକକ୍ଷ : ପକ୍ଷ୍ମକୋପ


ଅନ୍ୟ ଭାଷାରେ ଅନୁବାଦ :

बरौनी के आँख में चले जाने से आँख में उत्पन्न दर्द।

शीला पक्ष्मकोप से पीड़ित होकर बार-बार आँख मल रही है।
पक्ष्मकोप