ଅର୍ଥ : କୌଣସି କ୍ଷେତ୍ର ବା ବିଷୟଆଦିରେ ଅନ୍ୟ ଲୋକମାନଙ୍କୁ ରାସ୍ତା ଦେଖାଇବା ନିମନ୍ତେ ସେମାନଙ୍କ ଆଗରେ ରହି ବାଟ କଢ଼ାଉଥିବା ମହିଳା
ଉଦାହରଣ :
ଇନ୍ଦିରାଗାନ୍ଧୀ ଜଣେ କୁଶଳ ନେତ୍ରୀ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
वह महिला जो किसी क्षेत्र या विषय आदि में लोगों को रास्ता दिखाने के लिए उनके आगे चलती हो।
इंदिरा गाँधी एक कुशल नेत्री थीं।A person who rules or guides or inspires others.
leader