ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନେତ୍ରଭଙ୍ଗିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନେତ୍ରଭଙ୍ଗିମା   ବିଶେଷ୍ୟ

ଅର୍ଥ : ଆଖିଦ୍ୱାରା କରାଯାଉଥିବା ଭାବଭଙ୍ଗୀ

ଉଦାହରଣ : ନୃତ୍ୟଆଦିରେ ନଟ ନେତ୍ରମୁଦ୍ରାଦ୍ୱାରା ନିଜର ଭାବ ପ୍ରକଟ କରିଥାଏ

ସମକକ୍ଷ : ଆଖିଠାଣୀ, ନେତ୍ରଛଟା, ନେତ୍ରମୁଦ୍ରା


ଅନ୍ୟ ଭାଷାରେ ଅନୁବାଦ :

आँख द्वारा बनाई जाने वाली भाव-भंगिमा।

नृत्य आदि में नेत्र मुद्रा द्वारा नट अपने भाव प्रकट करते हैं।
नेत्र भंगिमा, नेत्र मुद्रा

A gesture executed with the facial muscles.

facial expression, facial gesture