ଅର୍ଥ : କୌଣସି ପାପରୁ ମୁକ୍ତିପାଇବାପାଇଁ କରାଯାଉଥିବା ଧାର୍ମିକ ଉପଚାର
ଉଦାହରଣ :
ହିନ୍ଦୁମାନେ ପାପର ପ୍ରାୟଶ୍ଚିତ କରିବାପାଇଁ ଦାନ, ଧର୍ମ, ଓ ତୀର୍ଥ କରନ୍ତି
ସମକକ୍ଷ : ନିଷ୍କୃତି, ପ୍ରାୟଶ୍ଚିତ
ଅନ୍ୟ ଭାଷାରେ ଅନୁବାଦ :
कोई पाप करने पर उसके दोष से मुक्त होने के लिए किया जानेवाला कोई धार्मिक या अच्छा काम।
हिंदूलोग अपने पापों का प्रायश्चित करने के लिए तीर्थ,दान आदि करते हैं।The act of atoning for sin or wrongdoing (especially appeasing a deity).
atonement, expiation, propitiationଅର୍ଥ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା
ଉଦାହରଣ :
ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ
ଅନ୍ୟ ଭାଷାରେ ଅନୁବାଦ :
Deliberately avoiding. Keeping away from or preventing from happening.
avoidance, dodging, shunning, turning awayଅର୍ଥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ଉଦାହରଣ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ସମକକ୍ଷ : ଉଦ୍ଧାର, ତାରଣ, ମୁକ୍ତି, ରକ୍ଷା
ଅନ୍ୟ ଭାଷାରେ ଅନୁବାଦ :
Recovery or preservation from loss or danger.
Work is the deliverance of mankind.