ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍ଠୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍ଠୁର   ବିଶେଷଣ

ଅର୍ଥ : ଟାଣକଥା କହି ମନକୁ ଯନ୍ତ୍ରଣା ଦେଉଥିବା

ଉଦାହରଣ : ନିଷ୍ଠୁର ବ୍ୟକ୍ତିଠାରୁ ସମସ୍ତେ ଦୂରେଇ ରହନ୍ତି

ସମକକ୍ଷ : କଠୋର, ନିର୍ଦୟ, ନିର୍ମମ


ଅନ୍ୟ ଭାଷାରେ ଅନୁବାଦ :

कठोर बात कहकर मन को पीड़ा पहुँचाने वाला।

अरुंतुद व्यक्ति से सभी दूर रहते हैं।
अरुंतुद, अरुन्तुद

ଅର୍ଥ : ଯେଉଁଥିରେ ଦୟାନାହିଁ

ଉଦାହରଣ : କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା

ସମକକ୍ଷ : କଠୋର, କରୁଣାହୀନ, କ୍ରୁର, ଦୟାହୀନ, ନିର୍ଦ୍ଦୟ, ନୃଶଂସ


ଅନ୍ୟ ଭାଷାରେ ଅନୁବାଦ :

Without mercy or pity.

An act of ruthless ferocity.
A monster of remorseless cruelty.
pitiless, remorseless, ruthless, unpitying