ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍କର ଜମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍କର ଜମି   ବିଶେଷ୍ୟ

ଅର୍ଥ : ଗାଁର ବଡ ରୟତ, ଜମିଦାର ଆଦିଙ୍କଦ୍ବାରା ଧୋବା, ବାରିକ, କମାର ଆଦିଙ୍କୁ ସେମାନଙ୍କ କାର୍ଯ୍ୟ ବଦଳରେ ଦିଆଯାଉଥିବା ଜମି ଯାହା ଉପରେ ଖଜଣା ଆଦି ଦେବାକୁ ପଡିନଥାଏ

ଉଦାହରଣ : ଜମିଦାର ମକୁଆ ବାରିକକୁ ଦଶ ମାଣ ନିଷ୍କର ଜମି ଦେଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

गाँवों में बड़े कास्तकार, जमींदार आदि द्वारा धोबी, नाई, लुहार आदि को उनके काम करने के बदले में दी गई जमीन जिस पर कर आदि भी नहीं देना पड़ता।

जमींदार ने मैकू नाई को दस कट्ठा भूँदरी दी है।
भूँडरी, भूँदरी

A piece of land cleared of trees and usually enclosed.

He planted a field of wheat.
field