ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷେଧାଧିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷେଧାଧିକାର   ବିଶେଷ୍ୟ

ଅର୍ଥ : କୌଣସି ପ୍ରସ୍ତାବିତ କାର୍ଯ୍ୟକୁ ପ୍ରଥମରୁ ହିଁ ଅସ୍ୱୀକୃତ କରି ରୋକିବାର ଅଧିକାର

ଉଦାହରଣ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନିର୍ବାଚନ ବନ୍ଦ କରିବାର ନିଷେଧାଧିକାର ରହିଛି


ଅନ୍ୟ ଭାଷାରେ ଅନୁବାଦ :

किसी प्रस्तावित कार्य को पहले से ही अमान्य या अस्वीकृत करके रोकने का अधिकार।

मुख्य चुनाव अधिकारी को चुनाव रोकने का निषेधाधिकार होता है।
निषेधाधिकार

The power or right to prohibit or reject a proposed or intended act (especially the power of a chief executive to reject a bill passed by the legislature).

veto