ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଭର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଭର କରିବା   କ୍ରିୟାପଦ

ଅର୍ଥ : ଅନ୍ୟ କାହାର ଆଧାର, ସାହାରା, ବା ଆଶ୍ରୟରେ ରହିବା

ଉଦାହରଣ : ପିଲାମାନେ ଏବେ ବି ତାଙ୍କ ବାପାଙ୍କ ଉପରେ ନିର୍ଭର କରନ୍ତି

ସମକକ୍ଷ : ଆଶ୍ରିତ ହେବା


ଅନ୍ୟ ଭାଷାରେ ଅନୁବାଦ :

* किसी के आधार, सहारे या आश्रय में होना।

बच्चे अभी भी अपने पिता पर निर्भर हैं।
अवलंबित होना, आश्रित होना, निर्भर करना, निर्भर रहना, निर्भर होना

Be contingent upon (something that is elided).

That depends.
depend