ଅର୍ଥ : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ଉଦାହରଣ :
ଏହି ରାସ୍ତା ଅବରୋଧହୀନ
ସମକକ୍ଷ : ଅକଣ୍ଟକ, ଅବରୋଧହୀନ, ଅବାଧ, ନିର୍ବାଦ, ନିଷ୍କଣ୍ଟକ, ବାଧାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसमें अवरोध न हो या बिना अवरोध का।
यह मार्ग अवरोधहीन है।ଅର୍ଥ : ଯେଉଁଥିରେ କୌଣସି ବିରୋଧ, ବାଧା ବା ଅସୁବିଧା ନାହିଁ ବା ବିନା ବିରୋଧର
ଉଦାହରଣ :
ଆପଣଙ୍କ ଏହି କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ
ସମକକ୍ଷ : ନିର୍ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
जिसमें कोई विरोध, बाधा या रुकावट न हो या बिना विरोध के।
आपका यह काम निर्विरोध संपन्न हो जाएगा।Not having opposition or an opponent.
Unopposed military forces.