ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାଦ୍ୱାରା କିଛି କରାଇବାପାଇଁ ନମ୍ରତା ପୂର୍ବକ ନିବେଦନ
ଉଦାହରଣ : ଚପରାସୀ ଛୁଟିପାଇଁ ଅଫିସରଙ୍କୁ ନିବେଦନ କଲା
ସମକକ୍ଷ : ଅନୁନୟ, ଅନୁରୋଧ, ପ୍ରାର୍ଥନା, ବିନତି, ବିନୟ, ଯାଚନା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी से कुछ करने के लिए नम्रतापूर्वक किया जाने वाला निवेदन।
Earnest or urgent request.
ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା କାର୍ଯ୍ୟ
ଉଦାହରଣ : ମୋର ନିବେଦନ ଉପରେ ଧ୍ୟାନ ଦିଆଯାଉ
ସମକକ୍ଷ : ଅପିଲ, ଅର୍ଜି, ଆବେଦନ
नम्रतापूर्वक किसी से कुछ कहने की क्रिया।
The verbal act of requesting.
ସଂସ୍ଥାପନ କରନ୍ତୁ