ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଦ୍ରା ରହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଦ୍ରା ରହିତ   ବିଶେଷଣ

ଅର୍ଥ : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ

ଉଦାହରଣ : ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ

ସମକକ୍ଷ : ଉନ୍ନିଦ୍ର, ନିଦ୍ରାହୀନ


ଅନ୍ୟ ଭାଷାରେ ଅନୁବାଦ :

जिसे सोने के समय भी नींद न आती हो।

उन्निद्र व्यक्ति रातभर चारपाई पर करवटें बदलता रहा।
उन्निद्र, निद्रा रहित