ଅର୍ଥ : ଛୋଟ ପିଲାଙ୍କୁ ଶୁଆଇବାପାଇଁ ସ୍ତ୍ରୀଲୋକମାନେ ଗାଉଥିବା ଗୀତ
ଉଦାହରଣ :
ପିଲାଦିନେ ମୋ ବୁଢ଼ୀ-ମାଆ ମୋତେ ଶୁଆଇବା ସମୟରେ ନାନାବାଇ ଗୀତ ଗାଉଥିଲେ
ସମକକ୍ଷ :
ଲୋରୀ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का गीत जिसे छोटे बच्चों को सुलाने के लिए गाया जाता है।
बचपन में मेरी दादी मुझे सुलाते समय लोरी गाया करती थीं।
लोरी