ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଟକ   ବିଶେଷ୍ୟ

ଅର୍ଥ : ରଙ୍ଗମଞ୍ଚ ଉପରେ ଅଭିନେତାମାନଙ୍କର ହାବଭାବ, ପୋଷାକ ଏବଂ କଥାବାର୍ତ୍ତାଦ୍ୱାରା ଘଟଣାର ପ୍ରଦର୍ଶନ

ଉଦାହରଣ : ଗାୟନ ପରି ବାଦନ ମଧ୍ୟ ନାଟ୍ୟ କ୍ଷେତ୍ରରେ ଆବଶ୍ୟକ ପାତ୍ର ନିଜର ଅଭିନୟଦ୍ୱାରା ନାଟକରେ ସଜୀବତା ଆଣିଦେଲା

ସମକକ୍ଷ : ଡ୍ରାମା, ନାଟ୍ୟ


ଅନ୍ୟ ଭାଷାରେ ଅନୁବାଦ :

रंगमंच पर अभिनेताओं का हावभाव, वेश और कथोपकथन द्वारा घटनाओं का प्रदर्शन।

गायन की भाँति वादन भी नाट्य क्षेत्र में आवश्यक है।
पात्रों ने अपने अभिनय से नाटक में सजीवता ला दी।
नाटक, नाट्य

A theatrical performance of a drama.

The play lasted two hours.
play

ଅର୍ଥ : ରଙ୍ଗମଞ୍ଚରେ ଅଭିନେତାମାନଙ୍କର ହାବଭାବ, କଥାବାର୍ତ୍ତା ଇତ୍ୟାଦି ପ୍ରଦର୍ଶିତ ହେବାପାଇଁ ରଚନା

ଉଦାହରଣ : ତାଙ୍କଦ୍ୱାରା ଲିଖିତ କେତେକ ନାଟକ ରଙ୍ଗମଞ୍ଚରେ ପ୍ରଦର୍ଶିତ ହୋଇସାରିଛି

ସମକକ୍ଷ : ମହାରୂପକ


ଅନ୍ୟ ଭାଷାରେ ଅନୁବାଦ :

वह रचना जिसे रंगमंच पर अभिनेताओं के हावभाव, कथोपकथन आदि के द्वारा प्रदर्शित किया जाए।

उसके द्वारा लिखित कई नाटक रंगमंच पर प्रदर्शित हो चुके हैं।
नाटक, महारूपक

A dramatic work intended for performance by actors on a stage.

He wrote several plays but only one was produced on Broadway.
drama, dramatic play, play

ଅର୍ଥ : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ

ଉଦାହରଣ : ସେ ବେମାର ହେବାର ନାଟକ କରୁଛି

ସମକକ୍ଷ : ଅଭିନୟ, ସୁଆଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

किसी को धोखा देने के लिए बनाया हुआ रूप या किया जाने वाला काम।

वह बीमार होने का नाटक कर रहा है।
अभिनय, नाटक, साँग, सांग, स्वाँग, स्वांग

The act of giving a false appearance.

His conformity was only pretending.
feigning, pretence, pretending, pretense, simulation