ଅର୍ଥ : ସାଧାରଣତଃ ରଙ୍ଗହୀନ,ଗନ୍ଧହୀନ ସ୍ୱାଦହୀନ ଏକ ନିଷ୍କ୍ରିୟ ଅଧାତୁ ତତ୍ତ୍ୱ ଯାହା ଦ୍ୱିଆଣବିକ ଗ୍ୟାସ ରୂପରେ ମିଳେ
ଉଦାହରଣ :
ବାୟୁମଣ୍ଡଳରେ ଅଠସ୍ତରି ପ୍ରତିଶତ ନାଇଟ୍ରୋଜେନ୍ ଅଛି
ଅନ୍ୟ ଭାଷାରେ ଅନୁବାଦ :
एक अधातु तत्व जो सामान्यतः रंगहीन,गंधहीन,स्वादहीन व निष्क्रीय द्विआणविक गैस के रूप में होता है।
वातावरण में अठहत्तर प्रतिशत नाइट्रोजन है।