ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନହଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନହଲା   ବିଶେଷ୍ୟ

ଅର୍ଥ : କରଣି ଆକାରର ଏକ ଛୋଟ ଉପକରଣ ଯାହାଦ୍ୱାରା କାନ୍ଥରେ କୂଟକମ କରାଯାଇଥାଏ

ଉଦାହରଣ : ରାଜମିସ୍ତ୍ରୀ ନହଲାରେ କାନ୍ଥ ଉପରେ କୂଟକମ କରୁଛି


ଅନ୍ୟ ଭାଷାରେ ଅନୁବାଦ :

करनी के आकार का पर उससे छोटा एक औजार जिसकी सहायता से दीवार पर नक्कासी आदि की जाती है।

राजगीर नहले से दीवार पर नक्काशी कर रहा है।
नहला

ଅର୍ଥ : ତାସର ଯେଉଁ ପତାରେ ଯେ କୌଣସି ରଙ୍ଗର ନଅଟି ବୁଟି ଥାଏ

ଉଦାହରଣ : ମୋ ପାଖରେ ନାଲିପାନର ନହଲା ଅଛି

ସମକକ୍ଷ : ନଅ, ନହ


ଅନ୍ୟ ଭାଷାରେ ଅନୁବାଦ :

ताश का वह पत्ता जिसमें किसी भी रंग की नौ बूटियाँ बनी होती हैं।

मेरे पास पान का नहला है।
नहला