ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବୀଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବୀଣ   ବିଶେଷଣ

ଅର୍ଥ : କୌଣସି କାମ ଯେ ନୂଆ ନୂଆ ଶିଖିଛି

ଉଦାହରଣ : ଏହି କାମ ନୂଆଶିଖାଳି ବି କରି ପାରିବ

ସମକକ୍ଷ : ନବ ପ୍ରଶିକ୍ଷିତ, ନବ ଶିକ୍ଷିତ, ନୂଆଶିଖାଳି


ଅନ୍ୟ ଭାଷାରେ ଅନୁବାଦ :

जिसने कोई काम अभी हाल में सीखा हो।

यह काम नौसिखिया व्यक्ति भी कर सकता है।
अनभ्यस्त, अपक्व, असिद्ध, कच्चा, नया, नव प्रशिक्षित, नवसिखा, नवसिखुआ, नौसिख, नौसिखिया, नौसिखुआ, न्यू

Lacking training or experience.

The new men were eager to fight.
Raw recruits.
new, raw