ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବମ   ବିଶେଷ୍ୟ

ଅର୍ଥ : ଅଷ୍ଟମ ଶ୍ରେଣୀର ଉପର ଶ୍ରେଣୀ

ଉଦାହରଣ : ସେ ନବମରେ ପଢ଼ୁଛି

ସମକକ୍ଷ : ନବମ ଶ୍ରେଣୀ

ନବମ   ବିଶେଷଣ

ଅର୍ଥ : ଗଣତିରେ ନଅ ସ୍ଥାନରେ ଥିବା ସଂଖ୍ୟା

ଉଦାହରଣ : ସେ ନବମ ପାଠ ମୁଖସ୍ଥ କରୁଅଛି


ଅନ୍ୟ ଭାଷାରେ ଅନୁବାଦ :

गिनती आदि में नौ के स्थान पर आने वाला।

वह नौवाँ पाठ याद कर रहा है।
9वाँ, नवम, नवाँ, नौवाँ, ९वाँ

Coming next after the eighth and just before the tenth in position.

9th, ninth