ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ :
ନନ୍ଦନର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ନଗଣ,ଜଗଣ,ଭଗଣ,ଜଗଣ ଓ ଦୁଇଟି ରଗଣ ଥାଏ
ସମକକ୍ଷ : ନଂଦନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୁରୁଷ ସନ୍ତାନ
ଉଦାହରଣ :
କୃଷ୍ଣ ବସୁଦେବଙ୍କ ପୁଅ ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମାତା କୁମାତା ହୋଇପାରିବ ନାହିଁ
ସମକକ୍ଷ : କୁମର, ପୁଅ, ପୁତ, ପୁତ୍ର, ସୁତ
ଅନ୍ୟ ଭାଷାରେ ଅନୁବାଦ :
नर संतान।
कृष्ण वसुदेव के पुत्र थे।