ଅର୍ଥ : ଗୋଟିଏ ପ୍ରକାରର କୋମଳ,ଆକର୍ଷକ ଫିତା ଯାହାକି ସମାନ ଆକୃତିର ତିଆରି ହୋଇଥାଏ ଏବଂ କପଡ଼ାରେ ଶୋଭା ପାଇଁ ଲଗାଇଦିଆଯାଏ
ଉଦାହରଣ :
ଏହି ଫ୍ରକରେ ଲଗାଯାଇଥିବା ଲେସ୍ ବହୁତ ସୁନ୍ଦର
ସମକକ୍ଷ :
ଲେସ୍
ଅନ୍ୟ ଭାଷାରେ ଅନୁବାଦ :
एक तरह का मुलायम, आकर्षक फीता जिसमें समरूप आकृतियाँ बनी होती हैं और जो कपड़ों में शोभा के लिए लगाया जाता है।
इस फ़्राक में लगी लेस बहुत ही सुंदर है।
लेस,
लैस
A delicate decorative fabric woven in an open web of symmetrical patterns.
lace